ଆଜି “ସେନା ଦିବସ” : ସାହସିକତା ଓ ନିପୁଣତା ପାଇଁ ଭାରତୀୟ ସେନା ସୁପରିଚିତ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାହସିକତା ଏବଂ ନିପୁଣତା ପାଇଁ ଭାରତୀୟ ସେନାର ଖ୍ୟାତି ରହିଛି ଏବଂ ଦେଶର ନିରାପତ୍ତା ପାଇଁ ତା’ର ଅମୂଲ୍ୟ ଅବଦାନକୁ କଥାରେ ପରିପ୍ରକାଶ କରିହେବ ନାହିଁ ବୋଲି ଆଜି ‘ସେନା ଦିବସ’ ଅବସରରେ ଯବାନମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି, ସେନା ଦିବସ ଅବସରରେ, ବିଶେଷକରି ଆମର ସାହସୀ ଯବାନ, ସମ୍ମାନୀୟ ସେବାନିବୃତ ଜବାନଏବଂ ସେମାନଙ୍କ ପରିବରବର୍ଗଙ୍କୁ ଶୁଭେଚ୍ଛା। ସାହସିକତା … Continue reading ଆଜି “ସେନା ଦିବସ” : ସାହସିକତା ଓ ନିପୁଣତା ପାଇଁ ଭାରତୀୟ ସେନା ସୁପରିଚିତ-ପ୍ରଧାନମନ୍ତ୍ରୀ